Download Now Banner

This browser does not support the video element.

ଭୋଗରାଇ: ଜଳେଶ୍ୱରପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭୋଗରାଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

Bhograi, Balasore | Sep 1, 2025
ସୁବର୍ଣ୍ଣରେଖା ନଦୀର ୬ ଥର ବନ୍ୟାରେ ଭୋଗରାଇ ବ୍ଲକ ରେ ଲୋକ ମାନେ ହନ୍ତସନ୍ତ ହୋଇଥିବା ବେଳେ କେବଳ କିଛି ରିଲିଫ ଦେଇ ଲୋକଙ୍କୁ ସନ୍ତୁଷ୍ଟ କରି ଦେଇଛନ୍ତି ସରକାର ଯାହାକୁ ନେଇ ଭୋଗରାଇ କଂଗ୍ରେସ ପକ୍ଷରୁ ଜଳେଶ୍ୱରପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ରେ ଭୋଗରାଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
Read More News
T & CPrivacy PolicyContact Us