Download Now Banner

This browser does not support the video element.

କେନ୍ଦୁଝର ସହର: ଘଟଗାଁ ବ୍ଲକ୍ ଓ କେନ୍ଦୁଝର ସଦର ବ୍ଲକ ପ୍ରଭୃତି ୧୫ ଟି ସେବା ସମବାୟ ସମିତି ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

Kendujhar Town, Kendujhar | Sep 12, 2025
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ଘଟଗାଁ ବ୍ଲକ୍ ଓ କେନ୍ଦୁଝର ସଦର ବ୍ଲକ ପ୍ରଭୃତି ୧୫ ଟି ସେବା ସମବାୟ ସମିତି ଓ ଲାଇସେନ୍ସ ପ୍ରାପ୍ତ ସାର ଡିଲର ମାନେ ସାରର ସୁଷମ ବଣ୍ଟନ ଠିକ ଠାକ ଭାବେ ଚାଲୁଛି କି ନାହିଁ ତାହାର ତଦାରଖ କରିବା ସହିତ ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ।ତତସହିତ ଚାଷୀ ମାନଙ୍କ ସହିତ ସାରର ସମସ୍ୟା ବିଷୟରେ ଆଲୋଚନା କଲେ ।
Read More News
T & CPrivacy PolicyContact Us