Download Now Banner

This browser does not support the video element.

କୋମନା: ଉପ ନିର୍ବାଚନକୁ ନେଇ ନୂଆପଡାରେ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ନିଜର ପ୍ରତିକ୍ରିୟା ରଖିଛନ୍ତି

Komna, Nuapada | Oct 4, 2025
ବିହାର ନିର୍ବାଚନ ସହିତ ନୂଆପଡ଼ାରେ ମଧ୍ୟ ଉପ ନିର୍ବାଚନ ହେବ। ଏହି ଉପ ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ନୂଆପଡ଼ା ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଦିନ ଦୁଇଟା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us