Download Now Banner

This browser does not support the video element.

କୋରାପୁଟ ସହର: ସେମିଳିଗୁଡା ଅଦା ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଜିଲ୍ଲାପାଳ

Koraput Town, Koraput | Sep 2, 2025
କୋରାପୁଟ ଜିଲ୍ଲାର ସେମିଳିଗୁଡା ଅଦା ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ଜିଲ୍ଲାପାଳ ପରିଦର୍ଶନ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାର ଆଇ‌ଏଏସ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ସହ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us