Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୃତି ଚାରଣ ସଭା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ, ରାଜ୍ୟ ସଭାପତିଙ୍କ ସମେତ ସାଂସଦ ଓ ବିଧାୟକଙ୍କ ଯୋଗଦାନ
Bhadrak Rural, Bhadrak | Sep 19, 2025
ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ। ଯୋଗଦେଲେ ସାଂସଦ ଙ୍କ ସମେତ ବିଧାୟକ ଓ ବିଜେପି ରାଜ୍ୟ ସଭାପତି। ମହାନ୍ ଜନନେତା ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଭଦ୍ରକ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ସ୍ମୃତି ଚାରଣ ସଭା ଆୟୋଜିତ ହୋଇ ଯାଇଛି । ଉକ୍ତ ସଭାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସିତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!