Download Now Banner

This browser does not support the video element.

ସତ୍ୟବାଦୀ: କଣାସ ବ୍ଳକ ସମ୍ମୁଖରେ ୱାର୍ଡ ସଭ୍ୟସଭ୍ୟାଙ୍କ ବିକ୍ଷୋଭ ପ୍ରଦର୍ଶନ, ଯୋଗଦେଲେ୧୫୦ ରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ ସଭ୍ୟା

Satyabadi, Puri | Mar 16, 2024
ଶନିବାର ଅପରାହ୍ନ ୪ଘଟିକା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ସମସ୍ତ ଗ୍ରାମପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ବିଭିନ୍ନ ଦଫା ଦାବି ସମ୍ବଳିତ ବିକ୍ଷୋଭ କଣାସ ବ୍ଲକ ଅଫିସ ସମ୍ମୁଖରେ ପ୍ରଦର୍ଶିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ରେ କଣାସ ବ୍ଳକ ର ସମସ୍ତ ଗ୍ରାମପଞ୍ଚାୟତ ର ୧୫୦ରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ ଉପସ୍ଥିତ ରହି ଥିବାର ସୂଚନା ହସ୍ତଗତ ହୋଇଛି ।
Read More News
T & CPrivacy PolicyContact Us