Install App
shantanupanda7
This browser does not support the video element.
ବଡସାହି: ବେତନଟୀ ଥାନା -ବୈଶିଙ୍ଗା ଥାନା ସୀମାନ୍ତ ଛୁରୁଣୀ ଚଟାଣ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଦୁର୍ଘଟଣାରେ ଵର୍ତ୍ତିଗଲେ ଚାଳକ
Barsahi, Mayurbhanj | Aug 27, 2025
ବେତନଟୀ ବୈଶିଙ୍ଗା ଥାନା ସୀମାନ୍ତ ଛୁରୁଣୀ ଚଟାଣ ନିକଟରେ ବୁଧବାର ସନ୍ଧ୍ୟା ୬ଟାରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିବାବେଳେ ଚାଳକ କୌଣସି ପ୍ରକାରେ ବର୍ତ୍ତୀଯାଇଛି l ବୈଶିଙ୍ଗା ଥାନା ଅଧୀନ ରାଇକମା ଗ୍ରାମର ସର୍ବେଶ୍ୱର ମିଶ୍ରଙ୍କ ପୁଅ ମନୋରଞ୍ଜନ ମିଶ୍ରଙ୍କ ନାମରେ ପଞ୍ଜିକୃତ ଓଡି -୧୧ଏମ -୯୭୦୩ନମ୍ବର ବିଶିଷ୍ଟ ଟ୍ରକ୍ଟରଟି ବୁଧବାର ସନ୍ଧ୍ୟାରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!