This browser does not support the video element.
ଚନ୍ଦକା: ଦାରୁଠେଙ୍ଗ ଗାଁ ନିକଟ କେନାଲ ରେ ଭାସି ଯାଇ ଛାତ୍ର ଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକ ର ଛାୟା
Chandaka, Khordha | Sep 5, 2025
ଦାରୁଠେଙ୍ଗ ଗାଁ ନିକଟ କେନାଲ ରେ ଭାସି ଯାଇ ଛାତ୍ର ଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକ ର ଛାୟା | ଭୁବନେଶ୍ବର ଦାରୁଠେଙ୍ଗ ଗାଁ ନିକଟରେ ଅଘଟଣ । ଗାଧୋଇବା ବେଳେ କେନାଲରେ ଭାସିଗଲେ ଛାତ୍ର । ପ୍ରାୟ ଏକ ଘଣ୍ଟା ପରେ କେନାଲରେ ଭାସିଯାଇଥିବା ନାବାଳକ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଦାରୁଠେଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି । ସାଙ୍ଗମାନଙ୍କ ସହ ଗାଧୋଇ ଯାଇଥିବା ବେଳେ ଭାସି ଯାଇଥିଲେ । ସୂଚନାଯୋଗ୍ୟ ଯେ, ଦାରୁଠେଙ୍ଗ କେନାଲକୁ ଗାଧୋଇବାକୁ ଯାଇଥିଲେ ୮ ଜଣ ।ଗାଧୋଇବା ବେଳେ ଅସାବଧାନତା ବଶତଃ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାସି ଯାଇଥିଲେ ।