Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଠାରେ ଟାଟା ଏସିରୁ ପୋଲିସ ଦ୍ବାରା ଉଦ୍ଧାର ୨ ଗାଇକୁ ନେଲା ଗାଈ ମାଲିକ

Dhenkanal Sadar, Dhenkanal | Aug 27, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ନିକଟରୁ ଗଁଦିଆ ପୋଲିସ ଏକ ଟାଟା ଏସିରେ ୫ଟି ଗାଇ ଯାଉଥିବା ଖବର ପାଇ ଘଟଣାସ୍ଥଳକୁ ଯାଇ ଏକ ଟାଟା ଏସିରେ ୨ ଟି ଗାଇ ଲୋଡ୍ ହେଉଥିବା ଦେଖି ଥାନାକୁ ଆଣିଥିଲେ। ଗାଇର ମାଲିକ ଆଜି ତା ୨୭।୮ ରିଖ ଦିନ ୧୧ ଘଣ୍ଟା ସମୟରେ ଉପଯୁକ୍ତ ପ୍ରମାଣ ପତ୍ର ସହିତ ଚାଷପାଇଁ ନେଉଥିବା ସମ୍ପର୍କିତ ସରପଞ୍ଚଙ୍କ ଲେଖା ଦେଖାଇବା ପରେ ଥାନାରେ ଥାନାରୁ ଗାଇ ନେଇକରି ଯାଇଥିଲେ । ଏ ସମ୍ପର୍କରେ କୈ।ଣସି ମାମଲା ରୁଜୁ ହୋଇନଥିବା ଗଁଦିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ଜଣାଇଛନ୍ତି ।
Read More News
T & CPrivacy PolicyContact Us