Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଜନ ଅଭିଯୋଗ ଶୁଣାଣିରେ SDPO ନିଯୁକ୍ତି ନେଇ ମତ ରଖିଲେ ଏସପି ମନୋଜ ରାଉତ

Bhadrak Rural, Bhadrak | Sep 8, 2025
ଆଗକୁ ପାର୍ବଣ ଋତୁ ତଥା ଦୀର୍ଗାପୂଜା ପାଇଁ ଚାନ୍ଦବାଲି ରେ ଖାଲ ଥିବା ପୋଲିସ ବିଭାଗ ର sdpo ପଦ ପାଇଁ ଆଗରୁ ଅନେକ ବାର ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା ତେବେ ଆଜି ଚାନ୍ଦାବାଲି ବ୍ଲକ ରେ ମିଳିତ ଜନାଭିଯୋଗ ଶୁଣାଣି ଥିବା ବେଳେ ଉପସ୍ଥିତ ଥିଲେ ଏସପି ମୋନଜ ରାଉତ, ଅଭିଯୋଗ ଶୁଣାଣି ସରିବା ପରେ sdpo ପଦବୀ କେବେ ପୁରଣ ହେବ ବୋଲ ଗଣମାଧ୍ୟମ ର ପ୍ରଶ୍ନ ରେ ଉତ୍ତର ରଖି ଏସପି କହିଥିଲେ ଖୁବ ଶୀଘ୍ର ଖାଲି ଥିବା ଚାନ୍ଦବାଲି sdpo ପଦବୀ ସହ ସିଟି dsp ପଦବୀ ପୁରଣ ହେବ ଏ ନେଇ ଉପରିସ୍ଥ ଅଧିକାରୀଙ୍କ ଙ୍କି ଅବଗତ କରାଇଛି, ଏହି ଖବର ଆଜି ଦିନ 2 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us