Download Now Banner

This browser does not support the video element.

ଫୁଲବାଣୀ ସହର: ଜଗାଲି ବାଣୁଆ ଭଳି ପାରମ୍ପରିକ ନୃତ୍ୟ ପରିବେଷଣ କରି ବିଚାରକଙ୍କ ମନ କିଣିଲେ ଡେହେଙ୍ଗି ସ୍କୁଲ ର କୁନି କୁନି ପ୍ରତିଯୋଗୀ ମାନେ

Phulabani Town, Kandhamal | Oct 4, 2024
ଆଜି ତାରିଖ 4/10/2024 ସକାଳ ଦଶଟା ବେଳେ ଖଜୁରୀପଡା ଠାରେ ଅନୁଷ୍ଠିତ ହୋଇଥିଲା ଖଜୁରୀପଡା କ୍ଲଷ୍ଟର ର ସୁରଭି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ରେ ଦେହେଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ର ମାନେ କନ୍ଧମାଳ ଜିଲ୍ଲାର ପାରମ୍ପରିକ ନୃତ୍ୟ ଜଗାଲି ବାଣୁଆ ପରିବେଷଣ କରି ଦର୍ଶକ ଏବଂ ବିଚାରକ ମାନଙ୍କ ମନ କିଣି ଥିବାବେଳେ ଆଗାମୀ ଦିନରେ ବ୍ଲକ ସ୍ତରରେ ଭାଗ ନେବାର ସୁଯୋଗ ପାଇଛି।
Read More News
T & CPrivacy PolicyContact Us