Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସୂର୍ଯ୍ୟନଗର ଅଫିସରେ ଭିଜିଲାନ୍ସ ଏସ୍ପି ସରୋଜ ସାମଲ ଙ୍କ ସାମ୍ବାଦିକ ସମ୍ମିଳନୀ

Bhubaneswar M Corp, Khordha | Aug 27, 2025
ମିଛ ପେନାଲଟି.. ସତ ଲାଞ୍ଚ | 32ବର୍ଷ ଚାକିରୀରେ ଲାଞ୍ଚ ନେଇ ଗିରଫ ହୋଇଥିବା ସହକାରୀ ଟ୍ୟାକ୍ସ କମିସନର ସରିତା ବାରିକଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ | ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କଟକ ସମେତ ବିଭିନ୍ନ ଜାଗାରେ ଏବେ ବି ରେଡ କରୁଛି ଭିଜିଲାନ୍ସ ଟିମ | ଘାଟିକିଆ ରେ ଥିବା ସଂଯୁକ୍ତା ଫୁଡ୍ସ ମାଲିକଙ୍କୁ ୟୁନିଟ -4ଅଞ୍ଚଳକୁ ଡାକି ଲାଞ୍ଚ ନେଉଥିବା ବେଳେ ବାଡ଼ି ବସିଥିଲା ଭିଜିଲାନ୍ସ | ହୋଣ୍ଡା ସିଟି କାର ଭିତରେ 25ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ | ସେହି ହୋଣ୍ଡା ସିଟି କାର କୁ ମଧ୍ୟ ଜବତ କରିଛି ଭିଜିଲାନ୍ସ |
Read More News
T & CPrivacy PolicyContact Us