Download Now Banner

This browser does not support the video element.

ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ଜୟସିଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବ୍ୟବସ୍ଥା କୁ ନେଇ ଫାଟକ ରେ ତାଲା ପକାଇଲେ ଛାତ୍ର ଛାତ୍ରୀ

Surada, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଜୟସିଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବହୁ ଦିନ ଧରି ଲାଗି ରହିଛି ସମସ୍ୟା.ବିଦ୍ୟାଳୟ କତ୍ତୃପକ୍ଷ ଜାଣିଶୁଣି ଚୁପ ବାସଥିବା ବେଳେ ବର୍ତମାନ ସମୟରେ ପୋଷାକ ବିତରଣ ରେ ଅନିମିୟତା ସହ ମଧ୍ୟାହ୍ନ ଭୋଜନ ରେ ନିମ୍ନ ମାନର ଖାଦ୍ୟ ପ୍ରଦାନ କୁ ନେଇ ଅଭିଯୋଗ ପରେ ମଧ୍ୟ ଫଳ ଶୂନ. ଯାହାକୁ ନେଇ ଆଜି ଦୀର୍ଘ ସମୟ ଧରି ସ୍କୁଲ ଫାଟକ ରେ ତାଲା ପକାଇ ଧାରଣା ରେ ବସିଛନ୍ତି ଛାତ୍ର ଛାତ୍ରୀ।
Read More News
T & CPrivacy PolicyContact Us