Download Now Banner

This browser does not support the video element.

ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଜଣେ ଶିଶୁକୁ ତ୍ରୁଟି ଯୁକ୍ତ ଇଞ୍ଜେକସନ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ

Jajapur, Jajpur | Sep 30, 2025
ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଜଣେ ଶିଶୁକୁ ତ୍ରୁଟି ଯୁକ୍ତ ଇଞ୍ଜେକସନ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ,ଘଟଣାକୁ ନେଇ ସମ୍ପର୍କୀୟ ଉତ୍ତେକ୍ତ l ଦଶରଥପୁର ବ୍ଲକ ନୀଳକଣ୍ଠପୁର ଅଞ୍ଚଳର ପରେଶ ମଲ୍ଲିକଙ୍କ ଶିଶୁ ପୁତ୍ରକୁ ଜ୍ଵର ଓ ଥଣ୍ଡା ହୋଇଥିବା କାରଣରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗକୁ ଆଣିଥିଲେ । ତାଙ୍କ ପୁତ୍ର ରୀୟାଂଶ ମଲ୍ଲିକ ହୋଇଥିବା ବେଳେ ପାଖରେ ରୀୟାନଶ ଖାନ ନାମକ ଅନ୍ୟ ଜଣେ ଶିଶୁ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ସକାଳୁ ନର୍ସ ଇଞ୍ଜେକସନ ଦେବା ବେଳେ ନିମୋନିଆରେ ପୀଡ଼ିତ ଶିଶୁର ଚିଠା ଆଣି ଦେଇଥିଲେ।
Read More News
T & CPrivacy PolicyContact Us