Download Now Banner

This browser does not support the video element.

ବଡସାହି: ଭୁରୁକୁଣ୍ଡି ଗାଁରେ ଗର୍ଭବତୀ ମହିଳାଙ୍କୁ ଅଧିକ ଯୌତୁକ ଦାବିକରି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ମାମଲା ରୁଜୁ

Barsahi, Mayurbhanj | Sep 8, 2025
ପୁରିନ୍ଦା ପଞ୍ଚାୟତ ଅଧୀନ ଭୁରୁକୁଣ୍ଡି ଗାଁରେ ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହିତ ଧମକ ଚମକ ଦେବା ଅଭିଯୋଗରେ ସୋମବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ପୁନମ ବେହେରାଙ୍କ ଅଭିଯୋଗ ମୁତାବକ ମୋଟର ସାଇକେଲ ପାଇଁ ଏକଲକ୍ଷ ଟଙ୍କାର ଅଧିକ ଯୌତୁକ ଦାବିକରି ସ୍ୱାମୀ ରଣଜିତ ବେହେରା ଦୀର୍ଘଦିନ ହେବ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ l
Read More News
T & CPrivacy PolicyContact Us