Install App
usr04050397
This browser does not support the video element.
କେନ୍ଦୁଝର ସହର: ଗୁଣ୍ଡିଚାଘାଗି ଜଳପ୍ରପାତରେ ଭାସି ଯୁବକ ନିଖୋଜ ଘଟଣା ଘଟଗାଁ ଠାରେ ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକ
Kendujhar Town, Kendujhar | Sep 11, 2025
ଚାରିଦିନ ପରେ ବି ଉଦ୍ଧାର ନିଖୋଜ ଯୁବକକୁ ଖୋଜି ପାଉନି ଉଦ୍ଧାରକାରୀ ଟିମ୍ ଫଳରେ ଘଟଗାଁ ବାଇପାସ୍ ଛକ ନିକଟରେ ୨୦ନଂ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ପରିବାର ଲୋକେ ଗତ ସୋମବାର ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତ ଭାସିଯାଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!