Install App
shantanupanda7
This browser does not support the video element.
ବଡସାହି: ବେତନଟୀ ବ୍ଲକ ସଭାଗୃହରେ ଆୟୋଜିତ ଏନିମିଆ ଏବଂ ସିକିଲସେଲ ମୁକ୍ତ ପଞ୍ଚାୟତ ଗଠନପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
Barsahi, Mayurbhanj | Aug 21, 2025
ବେତନଟୀ ବ୍ଲକ ସଭାଗୃହରେ ଆୟୋଜିତ ଦୁଇଦିନିଆ ବ୍ଲକସ୍ତରୀୟ ଏନିମିଆ ଏବଂ ସିକିଲସେଲ ମୁକ୍ତ ପଞ୍ଚାୟତ ଗଠନ ସମ୍ପର୍କିତ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନ ଚାରିଟାରେ ଉଦଯାପିତ ହୋଇଯାଇଛି l ବୁଧବାର ପୂର୍ବାହ୍ନରେ ଆୟୋଜିତ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବେତନଟୀ ବ୍ଲକ ପେଶା ସଂଯୋଜକ ଜ୍ୟୋତିପ୍ରକାଶ ମହାନ୍ତ ସଂଯୋଜନା ଏବଂ ପରିଚାଳନା ଦାୟୀତ୍ୱ ତୁଲାଇ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!