Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଡ଼ଗାଁ ଦାଣ୍ଡ ଜମିରାରେ ଦନ୍ତା ହାତୀ ଉପଦ୍ରବ, ଜନ ବସତିରେ ପହଞ୍ଚିଲା ଦନ୍ତା,ଭିଡ଼ିଓ ହେଲା ଭାଇରାଲ, ଲୋକେ ଆତଙ୍କିତ

Sundargarh Town, Sundargarh | Aug 23, 2025
ଆଜି ଅଗଷ୍ଟ 23 ତାରିଖ ଶନିବାର ପୂର୍ବାହ୍ନ 10: 45 ପାଖାପାଖି ସମୟରେ ଗୋଠ ଖଣ୍ଡିଆ ଦନ୍ତା ଜନ ବସତିରେ ପହଞ୍ଚିଛି। ଲୋକଙ୍କ ଘର ପଛ ପଟେ ଠିଆ ହୋଇ ଘର ଭାଙ୍ଗିବା ଉଦ୍ୟମ କରୁଥିବା ଜଣା ପଡିଛି। ଏହି ଘଟଣା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦାଣ୍ଡ ଜମିରାରେ ଘଟିଛି। ଲୋକେ ଗଜରାଜ ବା ଦନ୍ତାର ଭିଡ଼ିଓ ଉତ୍ତୋଳନ କରି ବନ ବିଭାଗକୁ ଦେବା ସହ ଜନ ବସତି ମୁହାଁ ହୋଇଥିବା ଦନ୍ତାର ଉପସ୍ଥିତି ନେଇ ଭିଡିଓ ଭାଇରାଲ୍ କରିଛନ୍ତି। ଅପର ପକ୍ଷେ ବନ ବିଭାଗ ମୁଖ୍ୟତଃ ସୁନ୍ଦରଗଡ଼ ବନ ଖଣ୍ଡ ଅଧିକାରୀ ବା DFO ଙ୍କ ନିକଟକୁ ଏହି ସୂଚନା ପହଞ୍ଚିବା ପରେ ସ୍ଥାନୀୟ ଫରେଷ୍ଟରଙ୍କୁ ହାତୀର ଗତି ବିଧି ଉପରେ
Read More News
T & CPrivacy PolicyContact Us