Install App
shantanupanda7
This browser does not support the video element.
ବଡସାହି: ବେତନଟୀ ମୁଖ୍ୟ ବଜାର ଥାନାଛକରେ ଚେକିଂ ବେଳେ ମଦୁଆ ଗାଡିଚାଳକଙ୍କୁ ଧରିଲା ପୁଲିସ ପେଟ୍ରୋଲିଂ ଟିମ, ମାମଲା ରୁଜୁପରେ ବାଇକ ଜବତ
Barsahi, Mayurbhanj | Aug 23, 2025
ବେତନଟୀ ଥାନାଛକରେ ଶନିବାର ରାତି ସାଢେ ଏଗାରଟାରେ ଚେକିଂ ସମୟରେ ମଦୁଆ ଗାଡି ଚାଳକଙ୍କୁ ଧରିବା ସହିତ ମାମଲା ରୁଜୁକରି ମୋଟର ସାଇକେଲ ଜବତ କରିଛି ପୁଲିସ l ସୂଚନା ମୁତାବକ ବେତନଟୀ ପୁଲିସ ଏବଂ ମୟୁରଭଞ୍ଜ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ମିଳିତ ଚେକିଂ ଚାଲିଥିବା ବେଳେ ଶନିବାର ରାତିରେ ସନ୍ଦେହ ହେବାରୁ ଥାନା ଛକରେ ଓଡି -୧୧କ୍ୟୁ -୨୬୪୪ନମ୍ବର ବିଶିଷ୍ଟ ବାଇକ ଅଟକାଇ ଯାଞ୍ଚ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!