Install App
rabindranath0321
This browser does not support the video element.
ରାୟଗଡା: ଖରିଫ ଧାନ ବିକ୍ରୀ କରିବା ସକାଶେ ଆଜି ସୁଦ୍ଧା ୩ହଜାର୮ଶହ୨୦ଜଣଚାଷୀ ପଞ୍ଜିକରଣ କରିଥିବା ସୂଚନା ଦେଲେ ପଦ୍ମପୁର ଲ୍ୟାମ୍ପସ ଏମ ଡି
Rayagada, Rayagada | Aug 24, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ଲ୍ୟାମ୍ପସ୍ ପରିସରରେ ଚାଷୀ ପଞ୍ଜୀକରଣ ଜାରି ରହିଛି ୨୫ତାରିଖ ସମୟ ସୀମା ଥିବାରୁ ଅତି ଶୀଘ୍ର ଆସି ଚାଷୀ ପଞ୍ଜିକରଣ କରନ୍ତୁ ବୋଲି ରବିବାର ପ୍ରତିକ୍ରିୟା ରେ କହିଲେ ପଦ୍ମପୁର ଏମ୍ ଡି
Share
Read More News
T & C
Privacy Policy
Contact Us
Your browser does not support JavaScript!