Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର ଲୁଆ ବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ , ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଜିଲ୍ଲାପାଳ

Sundargarh Town, Sundargarh | Sep 5, 2025
ଆଜି ସେପ୍ଟେମ୍ୱର 5 ତାରିଖ ଶୁକ୍ରବାର ପୂର୍ବାହ୍ନ 11: 30 ସମୟରେ ଏହି ପବିତ୍ର ପର୍ବ ପାଳନ ହୋଇଛି। ସର୍ବପଲ୍ଲୀ ରାଧକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଏହି ପବିତ୍ର ଦିବସର ପବିତ୍ରତା ବଢାଇଛନ୍ତି , ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଓ ଅଧ୍ୟାପନା ଦେଇଥିବା ଶିକ୍ଷକ ଓ ଶିକ୍ଷିକା ମାନେ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ରେବ ମହେଶ୍ୱର ସାରା ପରିବେଶ ଗୁଞ୍ଜରିତ ହୋଇଥିଲା। ଆଉ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହୋଇଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଂକର ମହାପାତ୍ର । ସାରା ଉତ୍ସବ ପରିବେଶ ପରିପୂର୍ଣ୍ଣ ହୋଇଥିଲା। ପ୍ରତ୍ୟେକ ପ୍ରତ୍ୟେକଙ୍କ ଗୁରୁଙ୍କୁ ସ୍ମରଣ କରି , ଓ ଉପସ୍ଥି
Read More News
T & CPrivacy PolicyContact Us