Download Now Banner

This browser does not support the video element.

ମୋରଡା: ଟୁଙ୍ଗାଧୁଆ ଠାରେ ମହାନ୍ତିନଈ ଉପରେ ଥିବା ପୋଲ ଲଗାଣବର୍ଷାରେ ଭୁଶୁଡିଗଲା, ନିଜସ୍ୱ ଉଦ୍ୟମରେ କାମଚଳାଇବାକୁ କାଠପୋଲ ତିଆରିକଲେ ଗ୍ରାମବାସୀ

Muruda, Mayurbhanj | Sep 1, 2025
ମୋରଡା ନିର୍ବାଚନ ମଣ୍ଡଳୀ ଅଧୀନ ଶୁଳିଆପଦା ବ୍ଲକ ପାକଟିଆ ପଞ୍ଚାୟତର ଟୁଙ୍ଗାଧୁଆଠାରେ ମାହାନ୍ତି ନଈ ଉପରେ ଥିବା ପୋଲ ଅଧାରୁ ଭାଙ୍ଗିଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ବେଳେ ସୋମବାର ଅପରାହ୍ନ ତିନିଟାରେ ଅଞ୍ଚଳବାସୀ ନିଜ ଉଦ୍ୟମରେ କାପୋଲ ତିଆରି କରିବା ଆରମ୍ଭ କରିଛନ୍ତି l ଟୁଙ୍ଗାଧୂଆରେ ଥିବା ପୋଲଦେଇ ନିୟମିତ ଶୁଳିଆପଦା ଓ ମୋରଡା ଅଞ୍ଚଳର ଚଢ଼େଇଗାଁ, ଅଢେଇକୁଲା, କାମାରଜନ୍ତା, ନୁହାଝାଳିଆର ହଜାର ହଜାର ଲୋକ ଯାତାୟାତ କରିଥାନ୍ତି l
Read More News
T & CPrivacy PolicyContact Us