Download Now Banner

This browser does not support the video element.

ଟିଟିଲାଗଡ: ସଇଁତଳା ବ୍ଲକ ଭଦ୍ରା ପେକ୍ସରେ ସାର ନେବା ପାଇଁ ଚାଷୀଙ୍କ ପ୍ରବଳ ଭିଡ଼ - ପେକ୍ସ୍ ସମ୍ପାଦକ ମନୋଜ ସାହୁ ଫେରାର

Titlagarh, Balangir | Sep 8, 2025
ଚାଷୀଙ୍କୁ ଦେଖି ପେଷ୍କ ସଂପାଦକ ଫେରାର। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପେଷ୍କରେ। ସାର ପାଇଁ ଆଜି ସକାଳ ୩ ଟା ରୁ ସାର ପାଇଁ ଚାଷୀ ଲମ୍ବା ଲାଇନ ଲାଗିଥିବା ବେଳେ ଚାଷୀ କୁ ଦେଖି ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ତେବେ ଘୁନସର ପେଷ୍କ ଓ ଭଦ୍ରା ପେଷ୍କ ର ଦାୟିତ୍ଵରେ ଗୋଟିଏ ପେଷ୍କ ସଂପାଦକ ଥିବା ବେଳେ। ଗତ କାଲି ରାତି ରେ ଘୁନସର ଚାଷୀ ମାନଙ୍କୁ ବେଆଇନ ଭାବେ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ।ତେବେ ବର୍ତ୍ତମାନ ଭଦ୍ରା ଗାଁ ର ଚାଷୀ ମାନେ ଲମ୍ବା ଲାଇନ ଲାଗିଥିବାରୁ ଚାଷୀ ମାନେ ହଟହଟା ହେଉଛନ୍ତି। ତେବେ ପେକସ ସମ୍ପାଦକ ମନୋଜ ସାହ
Read More News
T & CPrivacy PolicyContact Us