Download Now Banner

This browser does not support the video element.

କେନ୍ଦ୍ରାପଡା: ହଟିଆପଡା ଠାକୁରାଣୀ ମନ୍ଦିର ନିକଟରେ ବଂଶରିଆ ଗାଁର ଜଣେ ଯୁବକଙ୍କୁ ଆକ୍ରମଣ ଘଟଣା, ରାଜକନିକା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Kendrapara, Kendrapara | Apr 28, 2025
ଚଳିତ ମାସ ୨୫ ତାରିଖ ଦିନ ରାଜକନିକା ଥାନା ଅନ୍ତର୍ଗତ ବଂଶରିଆ ଗାଁର ସିଦ୍ଧାର୍ଥ ଙ୍କୁ ହଟିଆପଡା ଠାକୁରାଣୀ ମନ୍ଦିର ନିକଟରେ ସଙ୍ଘବଧ ଆକ୍ରମଣ ଘଟଣାରେ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ର ଦୁଇଦିନ ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ନଧରିବା ପ୍ରତିବାଦରେ ଆଜି ବଂଶରିଆ ଗାଁର ଏକାଧିଜ ଲୋକ ରାଜକନିକା ଥାନାର ଦ୍ୱାରସ୍ତ ହୋଇ ଥାନା ଅଧିକାରୀଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ନିବେଦନ କରିଛନ୍ତି
Read More News
T & CPrivacy PolicyContact Us