Download Now Banner

This browser does not support the video element.

ମଞ୍ଚେଶ୍ବର: ପଟିଆ କଳାରାହାଙ୍ଗ ଅଞ୍ଚଳର ଜଣେ ଯୁବକଙ୍କୁ ମାଟ୍ରିମୋନୀ ସାଇଟରେ ଠକେଇ ଘଟଣା, ପୁରୀ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୋଲିସ

Mancheswar, Khordha | Jan 19, 2024
ଯୁବତୀ ବେଶରେ ଯୁବକଙ୍କୁ ଚୁନା ଲଗାଇଲା ଠକ। ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ପଟିଆ କଳାରାହାଙ୍ଗ ଅଞ୍ଚଳର ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ । ନବମ ଶ୍ରେଣୀ ପାଠ ପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା। ପୁରୀ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୋଲିସ
Read More News
T & CPrivacy PolicyContact Us