Install App
khabarauparenajara
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପାଳ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି
Bhadrak Rural, Bhadrak | Dec 24, 2024
ଭଦ୍ରକ ଜିଲ୍ଲାପାଳ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାଏ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି । ଏହି ଅବସର ରେ ଜିଲ୍ଲାପାଳ ଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବା ସୂଚନା ମିଳିଛି ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!