Install App
shantanupanda7
This browser does not support the video element.
ବଡସାହି: କଞ୍ଚିଶୋଳ ଓ ଗରୁଡବସା ଭିନ୍ନକ୍ଷମସ୍କୁଲ ପରିଦର୍ଶନରେ ପ୍ରାକ୍ତନ ସିଏଜି ତଥା ଜମ୍ମୁକାଶ୍ମୀର ପ୍ରଥମ ଲେଫ୍ଟନାଣ୍ଟଗଭର୍ଣ୍ଣର ଗିରିଶଚନ୍ଦ୍ର ମୁର୍ମୁ
Barsahi, Mayurbhanj | Aug 27, 2025
ବେତନଟୀଥାନା ଅଧୀନ କଞ୍ଚିଶୋଳ ନିଜର ଜନ୍ମମାଟି ସମେତ ବେତନଟୀ ଉପକଣ୍ଠ ଗରୁଡବସାସ୍ଥିତ ଭିନ୍ନକ୍ଷମ ସ୍କୁଲକୁ ବୁଧବାର ଅପରାହ୍ନ ୩ଟାରେ ପୃଥକଭାବେ ପରିଦର୍ଶନକଲେ ଭାରତର ପୂର୍ବତନ ସିଏଜି ତଥା ଜାମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶଚନ୍ଦ୍ର ମୁର୍ମୁ l ପୂର୍ବତନ ବରିଷ୍ଠ ଆଇଏଏସ ଅଧିକାରୀ ଗିରିଶଚନ୍ଦ୍ର ମୁର୍ମୁଙ୍କୁ ମଙ୍ଗଳବାର କଞ୍ଚିଶୋଳ ଏବଂ ଗରୁଡବସାସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିଦର୍ଶନବେଳେ ପରିବାର ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!