Install App
nihar20051981
This browser does not support the video element.
କେନ୍ଦ୍ରାପଡା: ମହାକାଳପଡାରେ ତିଖିରୀ ପଞ୍ଚାୟତର ଜଳସମ୍ପଦ ବିଭାଗର ଉନୟନ ଯୋଜନା ଉପରେ ପ୍ରଶ୍ନ ଉଠାଇଲେ ସୌଭାଗ୍ୟ ପରିଡା
Kendrapara, Kendrapara | Sep 9, 2025
ମହାକାଳପଡାରେ ବିଭିନ୍ନ ସରକାରୀ କାର୍ଯ୍ୟ ଅଧୁରା ରହିଛି l ତାହା ମଧ୍ୟରୁ ତିଖିରୀରେ ଜଳସମ୍ପଦ ବିଭାଗର ଯୋଜନା ଅସମ୍ପୂର୍ଣ ରହିଛି l ବିଧାୟକ ଏହି ଯୋଜନା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ l ଏ ନେଇ ମହାକାଳପଡାରେ ପ୍ରତିକ୍ରିୟା ରଖିଲେ ସୌଭାଗ୍ୟ ପରିଡା l
Share
Read More News
T & C
Privacy Policy
Contact Us
Your browser does not support JavaScript!