This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡ଼ିଆରେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
Bhubaneswar M Corp, Khordha | Sep 7, 2025
ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡିଆରେ ଯୁବକ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର | ଆଜି 4.32ରେ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡିଆରେ ଯୁବକ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର | ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ | ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ର ଛାନବିନ | ମୂତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚି଼ହ୍ନ ରହିଛି | ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ | ମୁତ୍ୟୁ ଗୋଟେ କିମ୍ବା ଦୁଇଦିନ ତଳୁ ହୋଇଥିବାର ସନ୍ଦେହ କରାଯାଉଛି | ମଞ୍ଚେଶ୍ୱର ପୋଲିସ ଘଟଣା ସ୍ଥାନରେ ପହଁଚି ତଦନ୍ତ ଆରମ୍ଭ କରିଛି |