Install App
harishbhoi
This browser does not support the video element.
ଭଟଲି: ଭଟଲୀ ରୁ କୁଇସିରା ରାସ୍ତାର ମାଁ ବାଉତି ମନ୍ଦିର ନିକଟସ୍ଥ ରାସ୍ତାରେ 2 ବାଇକ ମୁହାଁମୁହିଁ, 2 ଆହତ , ଜଣକୁ ବରଗଡ ମୁଖ୍ଯ ହସ୍ପିଟାଲ କୁ ପଠାଗଲା
Bhatli, Bargarh (Baragarh) | Aug 25, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ରୁ କୁଇସିରା ରାସ୍ତାରେ ମାଁ ବାଊତି ମନ୍ଦିର ନିକଟସ୍ଥ ରାସ୍ତାରେ ଆଜି 9 AM ରେ 2 ବାଇକ ମୁହାଁମୁହିଁ ହେବା ଫଲରେ ଦୁର୍ଘଟଣାଗ୍ରସ୍ତ ହୋଇ 2 ଜଣ ବାଇକ ଆରୋହି ଆହତ ହୋଇଛନ୍ତି ଓ ଜଣକୁ ବରଗଡ ମୁଖ୍ଯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିବା ଖବର ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!