This browser does not support the video element.
କଟକ ପୌରାଞ୍ଚଳ: ଗଣେଶ ଘାଟ ନିକଟ ହୋଟେଲ ସାମନାରେ ବେପରୁଆ କାର ଚାଳକ ଘଟେଇଲେ ସିରିଜ ଦୁର୍ଘଟଣା, ଜଣେ ଗୁରୁତର, କାର ଚାଳକ ଆହତ
Cuttack M Corp PS, Cuttack | Sep 13, 2025
କଟକ ଗଣେଷ ଘାଟ ନିକଟ ହୋଟେଲ ସାମନାରେ ବେପରୁଆ କାର ଚାଳକ ଘଟେ଼ଇଲେ ସିରିଜ୍ ଦୁର୍ଘଟଣା। ଜଣେ ବ୍ୟକ୍ତିକୁ ପିଟିବାରୁ ସେ ଗୁରୁତର ହୋଇଥିବା ବେଳେ ନିଜେ କାର ଚାଳକ ଆହତ ହୋଇଛନ୍ତି। ଶନିବାର ରାତି ୧୦.୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୃତ ଗତିରେ ଆସି ପ୍ରଥମେ ଗୋଟିଏ କାରକୁ ପିଟିବା ପରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପିଟି ହୋଟେଲ ସମ୍ମୁଖରେ ଥିବା ତିନୋଟି ଦୁଇ ଚକିଆ ଗାଡ଼ିକୁ ପିଟିଥିଲା ଏହି କାର। ୩ ଟି ଦୁଇ ଚକିଆ ଗାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଛି।