This browser does not support the video element.
ନର୍ଲା: ରାତିରେ ଦନ୍ତା ହାତୀ ବୁଲୁଥିବା ନେଇ ଜୟନ୍ତୀନଗରପଡ଼ା, ତଳସାଗରପଡ଼ା ଓ ଚନ୍ଦନପଡ଼ା ସମେତ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କଲା ବନ ବିଭାଗ
Narala, Kalahandi | Aug 22, 2025
ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଜନବସତି ମୁହାଁ ହୋଇ ହାତୀଟି ତଳସାଗରପଡ଼ା ଜଣେ ଯୁବକଙ୍କୁ ଗୁରୁତର ଭାବରେ ଆହତ କରିଛି।ଉକ୍ତ ଯୁବକ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ପଳାଇଥିଲେ।ଏହାକୁ ଦୃଷ୍ଟିରେ ରଖି ସହକାରୀ ବନ ସଂରକ୍ଷକ ତଥା ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ମାଇକଯୋଗେ ଜୟନ୍ତୀନଗରପଡ଼ା,ତଳସାଗରପଡ଼ା, ଚନ୍ଦନପଡ଼ା,ବାପୁଜୀ ନଗର,ମଟୋଗଣ୍ଡା,ଅନ୍ଧାରୀବୋରେଇ ପଡ଼ା, ଗୌଡ଼ କର୍ଲାଖୁଣ୍ଟା ଅଂଚଳଙ୍କୁ ପହଞ୍ଚି କୌଣସି ଜରୁରୀ କାମ ନଥିଲେ ଘରୁ ନବାହାରିବା ରାତସନ୍ଧ୍ୟା ସମୟରେ ସ୍ନାନ,ଶୌଚାଦି ପାଇଁ ଉତ୍ତେଇ ନଦୀ,ବନ୍ଧ,ନାଳ ର ବ୍ୟବହାର ନ କରିବା,ଆଦି ସଂପର୍କରେ ଆଜି ସୁଚନା