Download Now Banner

This browser does not support the video element.

ରାୟଗଡା: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ମୋବାଇଲ ଲାଇଟରେ ରୋଗୀଙ୍କ ଚିକିତ୍ସା କଲେ ଡାକ୍ତର

Rayagada, Rayagada | Aug 22, 2025
ରାୟଗଡା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ମୋବାଇଲ ଲାଇଟ ମାରି ରୋଗୀ ପରୀକ୍ଷା କଲେ ଡାକ୍ତର। ଶୁକ୍ରବାର ପୂର୍ବାହ୍ନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
Read More News
T & CPrivacy PolicyContact Us