This browser does not support the video element.
ବୌଦ୍ଧ ସଦର: ହରଭଙ୍ଗା ବ୍ଲକ ଗସ୍ତରେ ଜିଲ୍ଲାପାଳ, ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ
Baudh Sadar, Boudh (Bauda) | Sep 8, 2025
ସୋମବାର ଅପରାନ୍ହରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି | ଜିଲ୍ଲାପାଳ ଶ୍ରୀ ନାୟକ ଏକ ପେଡ ମା କେ ନାମର ପ୍ରସ୍ତୁତି ସମୀକ୍ଷା ସହ ବାଣୀଭୁଷଣପୁର, ପୁରୁଣା କଟକ ଓ ରାଧା ନଗର ଠାରେ ଥିବା ବ୍ରୈଲର୍ ଫାର୍ମ ପରିଦର୍ଶନ କରିଛନ୍ତି | ସେହିପରି ଲୁଣିବାହାଲ ଗ୍ରାମ ପଞ୍ଚାୟତର ମଧୁସୁଦନ ପୁର ଗ୍ରାମର ଜଣେ ହିତାଧିକାରୀଙ୍କ ଅନ୍ତୋଦୟ ଗୃହ ଘର ପରିଦର୍ଶନ କରିଛନ୍ତି | ରାଧା ନଗର ଠାରେ ଥିବା GPLF କୋଠା ପରିଦର୍ଶନ କରିଥିଲେ |