This browser does not support the video element.
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଳକ ମଣ୍ଡପଡା ଗ୍ରାମରେ ବିଳମ୍ବିତ ରାତିରେ ଅଟୋ ରେ ନିଆଁ ଲଗାଇଲେ ଅଜଣା ଦୁର୍ବୃତ୍ତ
Kendrapara, Kendrapara | Apr 12, 2025
ପଟ୍ଟାମୁଣ୍ଡାଇ ବ୍ଳକ ମଣ୍ଡପଡା ଗ୍ରାମରେ ଅଟୋ ସହ ଜଳିଗଲା ଦୁଇଟି ମୋଟର ସାଇକେଲ l ଏନେଇ ଆଜି ଦିନ 9 ଟାରେ ପ୍ରତିକ୍ରିୟା ରଖିଛନ୍ତି ଅଟୋ ମାଲିକ l ଗାଁ ରେ ଚାଲିଥିଲା ରାମଚରିତ ମାନସ ପାରାୟଣ ପୂଜା, ଏହି ସୁଯୋଗରେ ଦୁର୍ବୃତ୍ତ ଘଟାଇଲେ ଘଟଣା l ମଣ୍ଡପଡା ସନ୍ତୋଷ ସାହୁ ଙ୍କ ତିନିମାସର ଅଟୋ ସହିତ ଜଳିଗଲା ଦୁଇଟି ମୋଟରସାଇକେଲ lସୂଚନା ଯୋଗ୍ୟଗତକାଲି ରାତିରେଭି ମଣ୍ଡପଡା ଗ୍ରାମରେ ରେ ଶ୍ରୀରାମ ଚରିତ ମାନସ ପାରାୟଣ ପୂଜା ଚାଲିଥିବା ବେଳେ ବିଳମ୍ବିତ ରାତିରେ ଏକ ଅଟୋ ଜଳୁଥିବା ଦେଖି ଗାଁ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଦମକଳ ବାହିନୀ ସହିତ ପୋଲିସ କୁ ଖବର ଦେଇଥିଲେ