Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ବୈଠକ ଅନୁଷ୍ଠିତ

Bhadrak Rural, Bhadrak | Aug 23, 2025
ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ସଫଳ ମୁକାବିଲା ନିମିତ୍ତ ଜିଲ୍ଲାପାଳ,ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ,ଜଳ ସମ୍ପଦବିଭାଗର ମୁଖ୍ୟ ଯନ୍ତ୍ରୀ,ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।ସମ୍ଭାବ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଭଣ୍ଡାରୀପୋଖରୀ,ଧାମନଗର ଓ ତିହିଡି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର, ରାଜସ୍ୱ ନିରୀକ୍ଷକ ଏହି ଆଭାଷୀ ବୈଠକ ସଂଧ୍ୟା 5 ଟାରେ ଉପସ୍ଥିତ ରହି ନିଜର ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
Read More News
T & CPrivacy PolicyContact Us