Download Now Banner

This browser does not support the video element.

ଢେଙ୍କାନାଳ ସଦର: ଅଣ୍ଡା ନଦେବାରୁ ନିହଲପ୍ରସାଦ ଥାନା ଦଶମାଣପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ

Dhenkanal Sadar, Dhenkanal | Aug 16, 2025
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଦଶମାଣ ପାଟଣା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ବେହେରାଙ୍କୁ ସରପଞ୍ଚ ସ୍ଵାମୀ ମାଡ ମାରିଥିବା ନିହଲପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନିହଲପ୍ରସାଦ ଥାନା ଅଧିକାରୀ ନିରୋଦ ମଲ୍ଲିକ ବିଦ୍ୟାଳୟକୁ ଯାଇ ଏ ସମ୍ପର୍କରେ ତଦନ୍ତ କରି ଆଜି ତା ୧୬।୮ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତ।
Read More News
T & CPrivacy PolicyContact Us