This browser does not support the video element.
ଭୋଗରାଇ: ଜୋର ଧରିଲା ଚନ୍ଦନେଶ୍ୱରକୁ ଏନଏଏସି କରିବାକୁ ଦାବି, ଚନ୍ଦନେଶ୍ୱର ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
Bhograi, Balasore | Aug 23, 2025
ନିରାଶ ହେଲେ ରାଜ୍ୟର ସର୍ବ ବୃହତ ବ୍ଲକ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବାସୀ । ମିଳୁନି ଦେହୁର୍ଦ୍ଦା, ଚନ୍ଦନେଶ୍ୱରକୁ ଏନଏସିର ମାନ୍ୟତା, ଭୋଗରାଇ ହରାଉଛି ସରକାରୀ ଆର୍ଥିକ ସହାୟତା । ଓଡ଼ିଶାର-ପଶ୍ଚିମବଙ୍ଗ ସୀମାନ୍ତରେ ରହିଥିବା ଗୋଟିଏ ବ୍ଲକ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଗରାଇକୁ ନିରାଶ ହେବାକୁ ପଡୁଛି l ଦୀର୍ଘ ବର୍ଷ ଧରି ଦେହୁର୍ଦ୍ଦା ଓ ଚନ୍ଦନେଶ୍ୱରକୁ ଏନଏସିର ମାନ୍ୟତା ପାଇଁ ଦାବୀ ହୋଇ ଆସୁଥିଲେ ବି ତାହା ସ୍ବପ୍ନରେ ରହି ଯାଇଛି l ଫଳରେ ଭୋଗରାଇ ବ୍ଲକ ସରକାରୀ ଆର୍ଥିକ ସହାୟତା ହରାଉଛି l