Download Now Banner

This browser does not support the video element.

ଢେଙ୍କାନାଳ ସଦର: ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ଅଜଣା ହେଲିକ୍ୟାପ୍ଟର ଅବତରଣ ପରେ ପୋଲିସର ତଦନ୍ତ ଆରମ୍ଭ

Dhenkanal Sadar, Dhenkanal | May 2, 2024
ଆଜି ସକାଳୁ ସକାଳୁ ଏକ ଧଳା ରଙ୍ଗର ହେଳିକାପ୍ଟର ଢ଼େଙ୍କାନାଳ ପଲିଶ୍ରି ମେଳା ପଡ଼ିଆ ରେ ଅବତରଣ କରିଛି। ତେବେ ଏହି ଚପର ଟି କେଉଁଠୁ ଆସିଚି, କାହିଁକି ଆସିଚି, କିଏ ଆସିଛନ୍ତି, ଏ ସଂକ୍ରାନ୍ତରେ ହେଲିକେପ୍ଟର ରେ ଥିବା ପାଇଲଟ ମୁହଁ ଖୋଲୁ ନାହାନ୍ତି l କିଛି ପଚାରିଲେ ମୁହଁ ବୁଲେଇଦୌଚନ୍ତି l ନା ପୋଲିସ ପାଖରେ ଖବର ଅଛି ନା ଜିଲ୍ଲା ପ୍ରଶାସନ ଅବଗତ ଅଛି l ତେବେ ଯାହା ଅନୁମାନ କରାଯାଉଛି ଯେହେତୁ ଆଗକୁ ନିର୍ବାଚନ ଅଛି ତେଣୁ ହେଲିକ୍ୟାପ୍ଟରକୁ ନେଇ ଅନେକ ଆଲୋଚନା ଶୁଣିବାକୁ ମିଳୁଛି
Read More News
T & CPrivacy PolicyContact Us