Download Now Banner

This browser does not support the video element.

ଦେବଗଡ: ଲଇମୁରା ଥାନା ଅଂଚଳରେ ବିଏସଏନଏଲ ନେଟୱାର୍କ ଯୋଗାଇ ନଦେଲେ ଆନ୍ଦୋଳନ ଚେତାବନୀ, ଜିଲ୍ଲାପାଳ ଓ ବିଏସଏନଏଲ କାର୍ଯ୍ୟାଳୟରେ ଦାବିପତ୍ର

Debagarh, Debagarh (Deogarh) | Sep 9, 2025
ଦେବଗଡ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଲଇମୁରା ଥାନା ଅଂଚଳରେ ମୋବାଇଲ ନେଟୱାର୍କ ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଲଇମୁରା ସମତେ ଝରାଗୋଗୁଆ, ଗଣ୍ଡମ, ପାରପୋଷି, ଝାରମୁଣ୍ଡା ଏବଂ ଡିମିରିକୁଦା ପଂଚାୟତର ଅନେକ ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ବିଏସଏନଏଲ ନେଟୱାର୍କ ସୁବିଧାରୁ ବଂଚିତ ରହିଛନ୍ତି । ହାତ ଗଣତି କିଛି ଗ୍ରାମରେ ବିଏସଏନଏଲ ନେଟୱାର୍କ ଆସୁଥିବା ବେଳେ ଯାନ୍ତ୍ରିକ ତୃଟୀ ଯୋଗୁଁ ସେମାନେ ମଧ୍ୟ ନେଟୱାର୍କ ପାଇବାରୁ ବଂଚିତ ରହୁଛନ୍ତି ।
Read More News
T & CPrivacy PolicyContact Us