Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସିଡିଏ ସ୍ଥିତ କାଠଯୋଡ଼ି ନଦୀ ନିକଟରୁ ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କଲା ମର୍କତନଗର ଥାନା ପୋଲିସ

Cuttack M Corp PS, Cuttack | Aug 22, 2025
କଟକ ସିଡିଏ ସ୍ଥିତ କାଠଯୋଡ଼ି ନଦୀ ନିକଟରୁ ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଶେଖ ବାବୁ ଓ ବୁଦ୍ଧେଶ୍ୱର ଦାସ। ସେମାନଙ୍କ ନିକଟରୁ ୨୪.୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏ ନେଇ ଶୁକ୍ରବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା। ଦୁଇ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us