Download Now Banner

This browser does not support the video element.

ଅନୁଗୋଳ: ମାଳତୀ ଚୌଧୁରୀ ଆଶ୍ରମ ଅବ୍ୟବସ୍ଥା ନେଇ ହାଟଛକ ନିକଟରେ ପ୍ରତିକ୍ରିୟା ରଖିଲେ ଅମ୍ଳାନ ମହାନ୍ତି

Anugul, Angul | Sep 30, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ମାଳତୀ ଚୌଧୁରୀ ଆଶ୍ରମରେ କିଛି ଦିନ ହେବ ଅବ୍ୟବସ୍ଥା ଲାଗି ରହିଛି। କିଛି ମୁଷ୍ଟିମେୟ ଲୋକ ଏହାକୁ ଜବର ଦଖଲ କରିବା ନେଇ ଚକ୍ରାନ୍ତ କରୁଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us