This browser does not support the video element.
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ନୂତନ ଏନ୍ ଏ ସି ଘୋଷଣା ଖୁସିରେ ଉତ୍ସବର ମାହୋଲ, ସାମିଲ ହେଲେ ଯୋଗାଣ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର
Dhenkanal Sadar, Dhenkanal | Aug 31, 2025
ଗଁଦିଆରେ ଉତ୍ସବର ମୋହୋଲ, ସାମିଲ ହେଲେ ଯୋଗାଣ ମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ଆଜି ତା ୩୧।୮ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଏନ୍ ଏ ସି ଘୋଷଣା ଖୁସିରେ ବିଜୟ ଉତ୍ସବ ପାଳିତ ହୋଇଥିଲା । ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର ଏହି ଉତ୍ସବରେ ସାମିଲ ହୋଇଥିଲେ। ସୂଚନା ଅନୁସାରେ ଗଁଦିଆକୁ ଏନ୍ ଏ ସି ଘୋଷଣା କରାଯିବା ପାଇଁ ଗଁଦିଆ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ହ୍ରୃଦୟଙ୍ଗମ କରି ଆଜି ସ୍ୱ।ୟତ ଶାସନ ଦିବସରେ ଏହାକୁ ଏନ୍ ଏସି ଭାବେ ଘୋଷଣା କରିଥିଲେ।