This browser does not support the video element.
ପୋଲସରା: କାର୍ଯ୍ୟ ନଶରୁଣୁ ବାଲିପଦର କରସିଙ୍ଗି ରାସ୍ତା ଅବସ୍ଥା ବେହାଲ,ପ୍ରତିକ୍ରିୟା ଜରିଆରେ ଅଭିଯୋଗ ଆଣିଲେ ଅଞ୍ଚଳବାସୀ#jansamasya
Polasara, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଠାରୁ ବାଲିପଦର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ 33 ର ଅବସ୍ଥା କହିଲେ ନସରେ l ସରକାର ରସ୍ତା ର ଉନ୍ନତି କରଣ ପାଇଁ ପାଖପାଖି 42 କୋଟି ଟଙ୍କା ମଞ୍ଜୁରୀ କରିଥିବା ବେଳେ ଏହାର ନିର୍ମାଣ ଦାୟିତ୍ୱ କପିଳାସ ଇମଫ୍ରା ସୋଲ ପ୍ରାଇଭେଟ ଲିମିଟେଡ଼ ଠିକା ସଂସ୍ଥା ନେଇଛି l ରାସ୍ତା ନିର୍ମାଣ ଅବଧି 14/07/25 ରହିଥିବା ବେଳେ ଏଯାଏଁ ରାସ୍ତା କାମ ସମ୍ପୂର୍ଣ ହୋଇନି l ଅଧପାନ୍ତରିଆ ଭାବେ ରାସ୍ତା ଏବଂ ଡ୍ରେନ ନିର୍ମାଣ ହୋଇ ପଡିରହିଥିବା ବେଳେ ରାସ୍ତାରେ ପାଣି ଜମି ରାସ୍ତା ଖାଲ ଖମା ହୋଇଗଲାଣି l ଫଳରେ ହଇରାଣ ହେଉଛନ୍ତି ଲୋକେ l