This browser does not support the video element.
କଣ୍ଟାବାଞ୍ଜି: ରାଣୀପୁର ଝରିଆଲ ଐତିହାସିକ ଯୋଗିନୀ ପୀଠ ଠାରେ ବିଜୁ ଜନତା ଦଳ ର ବୈଠକ ଅନୁଷ୍ଠିତ
Kantabanji, Balangir | Jul 19, 2025
ବଙ୍ଗୋମୁଣ୍ଡା ବ୍ଲକ ର ଝରିଆଲ ଠାରେ ବଙ୍ଗୋମୁଣ୍ଡା ବ୍ଲକ ବିଜୁ ଜନତା ଦଳ ର ସକ୍ରିୟ କାର୍ଯ୍ୟକର୍ତା ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁ ଯୋଗଦେଇ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଘଟଣା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇପଡ଼ିଥବାରୁ ଏହାର ନିନ୍ଦା କରିବା ସହ ଆଗାମୀ ଦିନ ରେ ବ୍ଲକ ସ୍ତରରେ ଏହାର ଦୃଢ଼ ପ୍ରତିବାଦ କରିବା ପାଇଁ ନିଷ୍ପତି ନିଆଗଲା l ଏହି ଅବସରରେ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l