Download Now Banner

This browser does not support the video element.

ରାୟଗଡା: କଲ୍ୟାଣସିଂପୁର ବ୍ଲକର ଚାଞ୍ଚଡା ସାହିରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ଚାଲି ଚାଲି ଗଲା ବେଳେ ରାସ୍ତାରେ ପ୍ରସବ ହେଲେ ଗର୍ଭବତୀ

Rayagada, Rayagada | Sep 10, 2025
ବୁଧବାର ଭୋରୁ କଲ୍ୟାଣ ସିଂପୁର ବ୍ଲକର ଚାଞ୍ଚଡା ସାହି ରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି, ଚାଲି ଚାଲି ମେଡ଼ିକାଲ ଗଲାବେଳେ ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଳେ ଗର୍ଭବତୀ।
Read More News
T & CPrivacy PolicyContact Us