Install App
nihar20051981
This browser does not support the video element.
କେନ୍ଦ୍ରାପଡା: ଇନ୍ଦୁପୁର ବିରୂପାନଦୀରେ ଅଘଟଣ,ବୃଦ୍ଧା ଭାସିଯାଇ ନିଖୋଜ,ବରୀ ଅଗ୍ନିସମ ସଂସ୍ଥା,ନିକିରାଇ ପୁଲିସ ଉପସ୍ଥିତିରେ ନଦୀରେ ଉଦ୍ଧାର କାର୍ଯ୍ୟଜାରି।
Kendrapara, Kendrapara | Sep 12, 2025
କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଠାରେ ପ୍ରବାହିତ ବିରୂପା ନଦୀରେ ଅଘଟଣ l ସ୍ଥାନୀୟ ସିଂହସାହିର ଜଣେ ପଚସ୍ତରୀ ବର୍ଷ ବୟସ୍କ ବୃଦ୍ଧା ଗାଧୋଉଥିବା ବେଳେ ଭାସିଯାଇ ନିଖୋଜ ଅଛନ୍ତି l ବରୀ ଅଗ୍ନିସମ ସଂସ୍ଥା ଏବଂ ନିକିରାଇ ପୁଲିସ ଉପସ୍ଥିତ ରହି ବିରୁପାନଦୀର ବାମପଟୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!