Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ଭିତରେ ଗୁପ୍ତ କ୍ୟାମେରା ବ୍ୟବହାର କରୁଥିବା ବେଳେ ପୋଲିସ ହାତରେ ଧରାପଡିଲେ ଭକ୍ତ l

Puri M, Puri | Aug 27, 2025
ପୁଣି ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା। ହିଡେନ୍ କ୍ୟାମେରା ରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ଧରାପଡ଼ିଛନ୍ତି ଜଣେ ବ୍ୟକ୍ତି। ଘଣ୍ଟି ଦ୍ବାର ଠାରେ ସମ୍ପୃକ୍ତ ବ୍ୟକ୍ତି କୁ ଧରିଲେ ଜେଟିପି। ସିଂହଦ୍ଵାର ଥାନାରେ ଦେଇଛନ୍ତି ଜିମା। ହିଡେନ୍ କ୍ୟାମେରା ନେଇଥିବା ବ୍ୟକ୍ତିଜଣକ ଅରୂପ ରାୟ। ଆଜି ଦିନ 11 ସମୟରେ ଯୁବକ କୁ ଅଟକ ରଖିଥିଲା ପୋଲିସ l
Read More News
T & CPrivacy PolicyContact Us