Download Now Banner

This browser does not support the video element.

କଣ୍ଟାବାଞ୍ଜି: ଶ୍ୟାମଜୀ ରାଇସ ମିଲରେ ଚିମନୀ ଉପରୁ ତଳେ ଖସି ପଡି ଯୁବକ ଗୁରୁତର

Kantabanji, Balangir | Jul 21, 2025
ରାଇସ ମିଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟି ଦିଆଯାଉନାହିଁ। କଣ୍ଟାବାଞ୍ଜି ର ଶ୍ୟାମଜୀ ରାଇସମିଲ ରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଜଣେ ଶ୍ରମିକ ଉପରୁ ତଳେ ଖସି ପଡି ଗୁରୁତର ହୋଇଛନ୍ତି। ବିନା ସୁରକ୍ଷା କିଟରେ ଚିମନୀ ଉପରକୁ ଚଢି କାମ କରୁଥିଲେ ପାଟଣାଗଡ଼ ଅଞ୍ଚଳର ଜଣେ ଯୁବକ କୁନା ବାଗ । ଦୀର୍ଘ ମାସ ଏହି ରାଇସ ମିଲରେ କାମ କରୁଥିବା ବେଳେ ଆଜି ଚିମନୀ ଉପରକୁ ଚଢିଥିବା ବେଳେ ତଳେ ଖସି ପଡି ଗୁରୁତର ହୋଇଥିଲେ ।
Read More News
T & CPrivacy PolicyContact Us