Install App
bargaon
This browser does not support the video element.
ବଡଗାଁ: ସ୍ଥାନୀୟ ବସ୍ତିରେ ତାଲା ଭାଙ୍ଗି ଚୋରି ଘଟଣା, ଘର ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କଲା ପୋଲିସ
Baragaon, Sundargarh | Jan 3, 2025
ବଡ଼ଗାଁ ବସ୍ତି ରେ ଦିବ୍ୟ ଲୋଚନ ପୃଷେଟ ଙ୍କର ଘର ତାଲା ଭାଙ୍ଗି ଚୋରି ହୋଇଛି ଏହି ବିଷୟରେ ବଡ଼ଗାଁ ପୋଲିସ ରେ ଅଭିଯୋଗ ହେବା ପରେ ବଡ଼ଗାଁ ପୁଲିସ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଆଜି ଘର ନିକଟସ୍ଥ ଦୋକାନ ରେ ଲାଗିଥିବା ସିସିଟିଭି ଫୁଟେଜ କୁ ବଡ଼ଗାଁ ପୋଲିସ ଚେକ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!